କରୋନା ଟିକା ପାଇଁ ଟାସ୍କଫୋର୍ସ: କମିଟିର ଅଧ୍ୟକ୍ଷ ରହିବେ ବିଡିଓ

ଭୁବନେଶ୍ବର: କରୋନା ଟିକାକରଣ ପାଇଁ ସରକାର ଗତକାଲି ବ୍ଲକ୍ ଟାସ୍କଫୋର୍ସ କମିଟି ଗଠନ କରିଛନ୍ତି। ସ୍ଥାନୀୟ ବିଡିଓଙ୍କୁ ଏହାର ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି। ଏଥିରେ ଅନ୍ୟମାନଙ୍କୁ ସଦସ୍ୟ ଭାବେ ସାମିଲ କରିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ଟିକାକରଣ ପାଇଁ ସରକାରଙ୍କ ପକ୍ଷରୁ ରାଜ୍ୟସ୍ତରୀୟ ଟାସ୍କଫୋର୍ସ କମିଟି ସହିତ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ କମିଟି ଗଠନ କରାଯାଇଛି। ଏ ଦୃଷ୍ଟିରୁ ବ୍ଲକ୍ ଟାସ୍କଫୋର୍ସ ଗଠନ … Continue reading କରୋନା ଟିକା ପାଇଁ ଟାସ୍କଫୋର୍ସ: କମିଟିର ଅଧ୍ୟକ୍ଷ ରହିବେ ବିଡିଓ